Litu Pradhan

Litu Pradhan ମୋ ଯାଜପୁର ମା ବିରଜାଙ୍କ ଘର
ପୁଣ୍ୟଭୂମି ଇଏ

10/08/2026

#କଳିଙ୍ଗ_ଗଣନାଟ୍ୟର_superhit_ନାଟକ
ଗୋଟେ ଶୁଆ ଗୋଟେ ଶାରୀ ନାଟକଟି ଦର୍ଶକଙ୍କ ହୃଦୟକୁ ଜିତିବାରେ ଲାଗିଛି। ଅଶ୍ୱିନୀଙ୍କ ଦମଦାର ଅଭିନୟରେ ଲୋକଙ୍କ ମନ କିଣିବାରେ ସଫଳ ହୋଇଛି।

09/08/2026

#ଅପେରା_ଯାଜ୍ଞସେନୀର_ମୁଖ୍ୟ_ନାୟିକାଙ୍କୁ_Chair_ମାଡ଼
ଯାଜପୁର ରୋଡ଼ ଅଞ୍ଚଳେ ସନାତନୀ ନାଟକର ପରିବେଷଣ ସମୟରେ ମୁଖ୍ୟ ନାୟିକା ତମସା ମିଶ୍ରଙ୍କୁ ଯୋର ଜବରଦସ୍ତ ଗୋ ମାଂସ ଖୁଆଇବା ଏକ seens ରେ ଦର୍ଶକ ଚେୟାର ମାଡ଼ ସହ ଅଭିନେତା ମାନଙ୍କୁ ମାଡ଼ ମାରିଛନ୍ତି। ଯେଉଁଥିରେ ନାୟିକା ନିଜେ ଚେୟାର ମାଡ଼ରେ ଆଘାତ ହୋଇଛନ୍ତି

08/08/2026

#ସନାତନୀ_ନାଟକରେ_ଚେୟାର_ମାଡ଼
ଅପେରା ଯାଜ୍ଞସେନୀର ମୁଖ୍ୟ ନାୟିକା ହେଲେ ଆଘାତ ଦର୍ଶକଙ୍କ ଚେୟାର ମାଡ଼ରେ, ନାଟକ ସନାତନୀ ପରିବେଷ ସମୟରେ ହଟାତ୍ ଷ୍ଟେଜ ଉପରକୁ ଚଢି ଉଠିଲେ ଦର୍ଶକ, ଅଚାନକ ହେଲା chair ମାଡ଼।

07/08/2026

#ସନାତନୀ_ନାଟକର_Final_BGM
ଚଳିତ ବର୍ଷ ଅପେରା ଯାଜ୍ଞସେନୀ ଯାତ୍ରା ଅନୁଷ୍ଠାନ ଦ୍ୱାରା ସନାତନ ଧର୍ମର ମହାନ ଆଦର୍ଶ, ସଂସ୍କୃତି ଓ ମୂଲ୍ୟବୋଧକୁ ଆଧାର କରି ପ୍ରସ୍ତୁତ ଶିକ୍ଷାମୂଳକ ନାଟକ "ସନାତନୀ" ର Final BGM ଆଜି ସଫଳତାର ସହ ମଞ୍ଚସ୍ଥ ହୋଇଛି। ପାରମ୍ପରିକ ପୂଜାବିଧି, ମଙ୍ଗଳମୟ ପରିବେଶ ଓ ସମ୍ମାନିତ ଅତିଥିମାନଙ୍କର ଗରିମାମୟ ଉପସ୍ଥିତିରେ ଏହି ନାଟକର ଶୁଭ ଉଦ୍ଘାଟନ ସମ୍ପନ୍ନ ହୋଇଛି।
ସନାତନୀ କେବଳ ଏକ ନାଟକ ନୁହେଁ, ବରଂ ସନାତନ ସଂସ୍କୃତି, ଧର୍ମ ଓ ମାନବିକ ମୂଲ୍ୟବୋଧର ଏକ ସଶକ୍ତ ବାର୍ତ୍ତା ବୋଲି ପ୍ରଯୋଜ କକହିଛନ୍ତି।

30/05/2026

#ଶ୍ରାବଣରେ_ଶ୍ରାବଣ_ମେଘ_ଆଣିବୁ_ଓମ_କୁମାରଙ୍କ_କଣ୍ଠରୁ
ଯାତ୍ରା କୋଣାର୍କ ଗଣନାଟ୍ୟ ମଞ୍ଚରେ ମେଲୋଡୀ ଚାଲୁଥିବା ସମୟରେ ଓମ୍ କୁମାରଙ୍କ କଣ୍ଠରୁ ଶ୍ରାବଣରେ ଶ୍ରାବଣ ମେଘ ଆଣିବୁ ଗୀତ।

14/05/2026

#ମା_ପରି_କିଏ_ହେବ_ଗୀତ_ଶୁଣି_ଷ୍ଟେଜକୁ_ଚଢିଲେ_ମାଉସୀ
ଯାତ୍ରା ସିଂଘ ବାହିନୀର Singer D Krishan ଙ୍କ ସେହି ଗୀତ ଯାହାକୁ ଶୁଣି ଷ୍ଟେଜକୁ ଚଢ଼ିଥିଲେ ମାଉସୀ।

07/05/2026

ମେହେନ୍ତର ଓ ମେହେନ୍ତାଣି ୧୨ ବର୍ଷ ପରେ ଦେଖା ହେଉଛନ୍ତି। 2 ମେହେନ୍ତାଣି ନିଜ ସ୍ୱାମୀକୁ ଜାଣିପାରୁ ନାହାନ୍ତି ଇଏ କିଏ। ତାକୁ ମାଡ଼ ମାରି ବିଦା କରିଦେବାକୁ ବସିଛନ୍ତି ଘରୁ।
#ଦଣ୍ଡ_ନୃତ୍ୟ_ବାରୁଆଁ
#ସ୍ତ୍ରୀ_ମାଡ଼ରେ_ସ୍ୱାମୀ_ନୟାନ୍ତ

04/05/2026

ବାରୁଆଁ ଗ୍ରାମର ପବିତ୍ର ମା ସିଦ୍ଧ କାଳୀଙ୍କ ଦଣ୍ଡନୃତ୍ୟ ମଞ୍ଚରେ 🔥
ମେହେନ୍ତରଙ୍କ ଦମଦାର ଏଣ୍ଟ୍ରି! 💥
ବହୁ ବର୍ଷ ପରେ ବିଦେଶରୁ ଫେରି, ମଦର ମତଲାମିରେ 😵‍💫 ନିଜ ସ୍ତ୍ରୀକୁ ଖୋଜୁଥିବା ସେଇ ଅଭିନୟ…
ଗାଁର ଦାଣ୍ଡ ଝାଡୁ ମାରିବା ପାଇଁ ତାଙ୍କର ଏହି ନାଟ୍ୟମୟ ରୂପ ସବୁଙ୍କୁ ହସାଇବା ସହିତ ଚିନ୍ତା କରିବାକୁ ବାଧ୍ୟ କରେ 🎭
ଏହା ହେଉଛି ଆମ ଓଡ଼ିଆ ପାରମ୍ପରିକ ଦଣ୍ଡନୃତ୍ୟର ଜୀବନ୍ତ ଚିତ୍ର ❤️
ଗାଁର ମାଟିର ସୁଗନ୍ଧ ଓ ଭକ୍ତିର ଭାବନାରେ ଭରିଥିବା ଏହି ଦୃଶ୍ୟ 🙏
#ବାରୁଆଁ_ଦଣ୍ଡନୃତ୍ୟର_ମେହେନ୍ତର_entry




Address

Jajpur
755018

Website

Alerts

Be the first to know and let us send you an email when Litu Pradhan posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share