life with odia star

life with odia star ଆପଣମାନଙ୍କର ଭଲ ପାଇବା ଓ ଆଶୀର୍ବାଦ ପାଇଁ ମୁଁ ଆଜି ଗର୍ବିତ। ମୋତେ ଫୋଲୋ କରି ମୋ ଉପରେ ଆପଣଙ୍କର ଅସୀମିତ ଭଲପାଇବା ଦିଅନ୍ତୁ। ଜୟ ଜଗନ୍ନାଥ

31/03/2026

ମଣିଷ ରୂପି ବାଘ ମୁଁ - ଘାଇଲା ବାଘ

28/03/2026

ଉତ୍କଳ ରଙ୍ଗମଞ୍ଚର ଭାଇରାଲ ନାଟକ ବ୍ରହ୍ମ ରାକ୍ଷସ

27/01/2026

ଭାଉଜ ସାଜିଲା କଳଙ୍କିନି, ଉତ୍କଳ ରଙ୍ଗମଞ୍ଚର ଅନୁସନ୍ଧାନ ନାଟକ , ଉନିକ୍ ପ୍ରଦୀପ ବେହେରାଙ୍କ ନିର୍ଦ୍ଦେଶିତ ନାଟକ "ବ୍ରହ୍ମ ରାକ୍ଷସ"

ଆସନ୍ତା ନଭେମ୍ବର 22 ରୁ 25 ପର୍ଯ୍ୟନ୍ତ ଦେଖିବାକୁ ପାଇବେ ଉତ୍କଳ ରଙ୍ଗମଞ୍ଚ, ଆଖୁଆ ଓଡ଼ଙ୍ଗ ପାଟକୁରା କେନ୍ଦ୍ରାପଡ଼ା ଅଞ୍ଚଳରେ। ପ୍ରଥମ ରାତି ପର...
21/11/2025

ଆସନ୍ତା ନଭେମ୍ବର 22 ରୁ 25 ପର୍ଯ୍ୟନ୍ତ ଦେଖିବାକୁ ପାଇବେ ଉତ୍କଳ ରଙ୍ଗମଞ୍ଚ, ଆଖୁଆ ଓଡ଼ଙ୍ଗ ପାଟକୁରା କେନ୍ଦ୍ରାପଡ଼ା ଅଞ୍ଚଳରେ। ପ୍ରଥମ ରାତି ପରିବେଷଣ କରିବ ତାର ସୁପରହିଟ ନାଟକ " ଏମିତି ସ୍ତ୍ରୀ କାହାର ନାହିଁ" ।

17/11/2025

ମା କାଳୀଙ୍କ ରୁଦ୍ର ରୂପ ଦେଖି କମ୍ପି ଉଠିଲେ ଦର୍ଶକ, ମଞ୍ଚରେ ଏମିତି ତାଣ୍ଡବ ଆଗରୁ କେବେ ଦେଖିନଥିବେ, ରଙ୍ଗୀନ୍ ସାଜସଜ୍ଜା ସଙ୍ଗେ ଡ଼ଲବି ଡିଜିଟାଲ ସାଉଣ୍ଡରେ ଲୋମ ଟାଙ୍କୁରି ଉଠୁଛି। ବୁକୀଙ୍ଗ ପାଇଁ ଏବେ ହିଁ ଯୋଗାଯୋଗ କରନ୍ତୁ ( କରନ:- 79005 00570 )

14/11/2025

ଉତ୍କଳ ରଙ୍ଗମଞ୍ଚରେ ମା କାଳୀଙ୍କ ରୁଦ୍ର ରୂପ, ଝୁଣା ଧୂପ ସହ କରତାଳୀରେ କମ୍ପିଉଠିଲା ମଞ୍ଚ। ମା ଧାକୁଲେଇଙ୍କ ଅପାର କରୁଣାରୁ ସୁନିଲ ରାଉତଙ୍କ ପ୍ରଯୋଜିତ ଓପେରା " ଉତ୍କଳ ରଙ୍ଗମଞ୍ଚ " ସଫଳତାର ସହ ଆଗେଇ ଚାଲିଛି। Booking ପାଇଁ ଏବେ ହିଁ କଲ କରନ୍ତୁ:- 79005 00570 ।

11/11/2025

ନୂଆ ନାଟକର ରୋମାଣ୍ଟିକ ଗୀତ କେବଳ ଆପଣଙ୍କ ପାଇଁ, ମହେଶ ହାଜିରାଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ "ସୀତା ନୁହେଁ ସେ ତ ସଞ୍ଜସଳିତା"

09/11/2025

ଦର୍ଶକଙ୍କ ମନ ଚୋରି କଲା ରଙ୍ଗମଞ୍ଚର ରଙ୍ଗୀନ ରାତି ମେଲୋଡି

Send a message to learn more

08/11/2025

ମହେଶ ହାଜିରାଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ - ସୀତା ନୁହେଁ ସେ ତ ସଞ୍ଜସଳିତା ନାଟକର ଦୃଶ୍ୟ

06/11/2025

ଉତ୍କଳ ରଙ୍ଗମଞ୍ଚର ନିଆରା ପ୍ରୟାସ - ମା ଧାକୁଲେଇଙ୍କ ମଞ୍ଚରେ ପ୍ରଦର୍ଶନ କଲେ ବନ୍ଦନା ଗୀତ, ମାଙ୍କ ଆଳତି ସହ ମନଲୋଭା ନୃତ୍ୟ ଖାଲି ଦେଖୁଥିବା ଦର୍ଶକ ନୁହେଁ ସାରା ଓଡ଼ିଶା ବାସୀଙ୍କ ମନମୁଗ୍ଧ କରିଛି। ଜୟ ମା ଧାକୁଲେଇ 🙏

Address

Bhubaneswar
751031

Alerts

Be the first to know and let us send you an email when life with odia star posts news and promotions. Your email address will not be used for any other purpose, and you can unsubscribe at any time.

Contact The Club

Send a message to life with odia star:

Share